ଡିସେମ୍ବର ମାସ ୨୪ ତାରିଖ ୨୦୨୨ ମସିହା (ଶନିବାର)

 

୨୪ ଡିସେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

https://todaynewspaperlink.blogspot.com/2022/12/blog-post_24.html


*🌹🌼👉ମହାବୀର ପଞ୍ଜିକା👈🌼🌹*

 *✧═════•❁❀❁•═════✧*   

 *ଅଦ୍ୟ ଡିସେମ୍ବର ମାସ ୨୪ ତାରିଖ ୨୦୨୨ ମସିହା(ଶନିବାର)*

*ଶକାବ୍ଦ -୧୯୪୪* 

*ସମ୍ବତ -୨୦୭୯*

*ଦିଲ୍ଲୀସ୍ୱରାଦ୍ଧ-୧୪୩୦*

*ସମ୍ବତ୍ସର-ଅନଳ*

*ପୌଷମାସ-ଶୁକ୍ଳପକ୍ଷ*

*ତିଥି- ପ୍ରତିପଦ ଦିବା ଘ୧୨/୦୯ ଗତେ ଦ୍ୱିତୀୟା*

*ନକ୍ଷତ୍ର- ପର୍ବାଷାଢ଼। ରାତ୍ରି ଘ୧୦/୫୩  ଗତେ ଉତ୍ତରାଷାଢ଼।*

*ଚନ୍ଦ୍ର- ଧନୁ ରାତ୍ରି ଘ୦୪/୧୦  ଗତେ ମକର* 

*ଯୋଗ- ବୃଦ୍ଧି*

*କରଣ - ବବ*

*ସୌରମାସ- ଧନୁ ୦୯ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୧୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୭*

*✧═════•❁❀

*ଯୋଗିନୀ ପୂର୍ବେ ଦିବା ଘ୧୨/୦୯ ଗତେ ଉତ୍ତରେ*

*ତୁଳା ଓ କୁମ୍ଭ୍ ରାଶିର ଘାତଚନ୍ଦ୍ର*

*ବୃଷ,ସିଂହ ଓ କନ୍ୟା ଘାତବାର*

*ପ୍ରତିପଦ ର ଏକୋଦିଷ୍ଟ ଓ ଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

✧═════•❁❀❁•═══

*କାଳବେଳା -ଦିବା ଘ  ଘ୦୭/୪୪ ମଧ୍ୟେ ଓ  ଦିବା ଘ ୦୩/୫୦ ଗତେ ଘ୦୫/୧୨ ମଧ୍ୟେ*

*ବାରବେଳା - ଦିବା ଘ ୦୧/୦୬ ଗତେ ଘ୦୨/୩୦ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା   ଘ୦୭/୫୭ ଗତେ ଘ୧୦/୨୨ ମଧ୍ୟେ ଓ  ଘ୧୨/୪୫ ଗତେ ଘ୦୧/୦୫ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି   ଘ୦୧/୫୭ ଗତେ ଘ୦୨/୪୭ ମଧ୍ୟେ*

═✧*══•❁❀❁•═════✧

*ଅଦ୍ୟ ପାଣିକଖାରୁ ଦିବା ୧୨/୦୯ ଗତେ ବୋଇତୀକଖାରୁ  ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*ମୋବାଇଲ-9437064130*

*www.adrushyashaktiastro.com*

*✧═════•❁❀❁•═════✧*  

*🌼🌹꧁ ଆଜିର ରାଶିଫଳ꧂🌹🌼*

        *✧═════•❁❀❁•═════✧*

*🌹ମେଷ🌹👉: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।* 

*✧═════•❁❀❁•═════✧*

*🌹ବଷ🌹👉: ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।* 

*✧═════•❁❀❁•═════✧*

*🌹ମଥୁନ🌹👉: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ  ବଡଲାଭ ହାତରେ ଲାଗିପାରେ।*

*✧═════•❁❀❁•═════✧*

*🌹କର୍କଟ🌹👉: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*

*✧═════•❁❀❁•═════✧*

*🌹ସ˚ହ🌹👉: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।* 

*✧═════•❁❀❁•═════✧*

*🌹କନ୍ୟା🌹👉: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।* 

*✧═════•❁❀❁•═════✧*

*🌹ତଳା🌹👉: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।* 

*✧═════•❁❀❁•═════✧*

*🌹ବଛା🌹👉: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।* 

*✧═════•❁❀❁•═════✧*

*🌹ଧନୁ🌹👉: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।* 

*✧═════•❁❀❁•═════✧*

*🌹ମକର🌹👉: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।* 

*✧═════•❁❀❁•═════✧*

*🌹କମ୍ଭ🌹👉: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*

*✧═════•❁❀❁•═════✧*

*🌹ମୀନ🌹👉: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।*

*✧═════•❁❀❁•═════✧*

Comments

Popular posts from this blog

ମାର୍ଚ୍ଚ ମାସ ୦୬ ତାରିଖ ୨୦୨୩ ମସିହା(ସୋମବାର)*ର ତିଥି, ବାର, ନକ୍ଷେତ୍ର ଓ ରାଶୀଫଳ

ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ବୁଧବାର)ର ତିଥି, ବାର, ନକ୍ଷେତ୍ର ଓ ରାଶୀଫଳ

ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୩ ମସିହା((ଗୁରୁବାର)