ଡିସେମ୍ବର ମାସ ୩୦ ତାରିଖ ୨୦୨୨ ମସିହା(ଶୁକ୍ରବାର)
*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* December 30, 2022 *ଅଦ୍ୟ ଡିସେମ୍ବର ମାସ ୩୦ ତାରିଖ ୨୦୨୨ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୭୯* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ପୌଷମାସ-ଶୁକ୍ଳପକ୍ଷ* *ତିଥି- ଅଷ୍ଟମୀ ରାତ୍ରି ଘ୦୭/୧୮ ଗତେ ନବମୀ* *ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୧୨/୫୪ ଗତେ ରେବତୀ* *ଚନ୍ଦ୍ର- ମୀନ* *ଯୋଗ- ବରିୟାନ* *କରଣ - ବିଷ୍ଟି* *ସୌରମାସ- ଧନୁ ୧୫ ଦିନ* *✧═════•❁❀❁•═════✧* *ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୪୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୭* *✧═════•❁❀ *ଯୋଗିନୀ ଐଶାନ୍ୟ ରାତ୍ରି ଘ୦୭/୨୯ ଗତେ ପୂର୍ବ* *ଧନୁ ରାଶିର ଘାତଚନ୍ଦ୍ର* *ବିଛା, ଧନୁ ଓ ମୀନ ରାଶିର ଘାତବାର* *ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୦୯/୦୭ଗତେ ଘ୧୧/୫୦ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୮/୧୩ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୯/୦୬ ମଧ୍ୟେ ଓ ଘ୧/୦୦ ଗତେ ଘ୦୪/୦୧ ମଧ୍ୟେ* *ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି* ═✧*══•❁❀❁•═════✧ *ଅଦ୍ୟ ନଡିଆ ଭକ୍ଷଣ ନିଷେଧ* *═✧*══•❁❀❁•═════✧ *ଡ:ବାୟୁନନ୍ଦନ ମିଶ୍ର* *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* *ଅଦୃଶ୍ୟଶକ୍ତି ଭବନ* *ଇଟାମୁ...