ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୩ ମସିହା((ଗୁରୁବାର)

ଆଜି ଗଣମାଧ୍ୟମରେ ପ୍ରକାଶିତ ଖବର ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ https://todaynewspaperlink. blogspot.com/ *🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* September 21, 2023 *ଅଦ୍ୟ ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୩ ମସିହା(ଗୁରୁବାର)* *ଶକାବ୍ଦ -୧୯୪୫* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ପିଙ୍ଗଳ* *ଭାଦ୍ରମାସ- ଶୁକ୍ଲପକ୍ଷ* *ତିଥି- ଷଷ୍ଠୀ ଦିବା ଘ୦୧/୫୧ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ* *ନକ୍ଷତ୍ର- ଅନୁରାଧା ଦିବା ଘ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା* *ଚନ୍ଦ୍ର- ବିଛା* *ଯୋଗ- ପ୍ରୀତି* *କରଣ - ତୈତିଳ* *ସୌରମାସ- କନ୍ୟା ୦୫ ଦିନ* *✧═════•❁❀❁•═════✧* *ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୦୬* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୦୮* *✧═════•❁❀ *ଯୋଗିନୀ ପଶ୍ଚିମେ ଦିବା ଘ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ* *ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ* *ତୁଳା ଓ କୁମ୍ଭ ରାଶିର ଘାତବାର* *ପୁଷ୍କର -ମୃତେ ଦିବା ଘ୦୧/୫୧ ଗତେ ଏକପାଦ ଦୋଷ* ✧═════•❁❀❁•═══ *କାଳବେଳା ଓ ବାରବେଳା - ଦିବା ଘ୦୨/୩୮ ଗତେ ଘ୦୫/୪୦ ମଧ୍ୟେ* ══•❁❀❁•═ *ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୫ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୨/୩୭ ମଧ୍ୟେ ଓ ରାତ୍ରି ଘ୦୬/୨୯ ଗତେ ଘ୦୯/୪୨ ମଧ୍ୟେ* *ବିଶ...